ଭୁବନେଶ୍ୱର: ପୋଲିସ ବିରୋଧରେ ବର୍ଷିଲେ ପିସିସି ସଭାପତି ଭକ୍ତ ଦାସ । କହିଲେ ପୋଲିସ ଆକ୍ସନ ନେଲେ ଆମେ ହେବୁ ରିଆକ୍ସନ । ପୋଲିସ କାର୍ଯ୍ୟାନୁଷ୍ଠାନ ନେଲେ ଆନ୍ଦୋଳନ ବ୍ୟାପକ ହେବ । ଟେକାପଥର ମାରିଥିବା ଲୋକ କଂଗ୍ରେସ କର୍ମୀ ନୁହନ୍ତି । ଷଡଯନ୍ତ୍ର କରି ଟେକାପଥର ମାଡ କରାଯାଇଛି ।