24.1 C
Bhubaneswar
Friday, May 2, 2025
Homeଓଡିଶାଯଦି ଭୁଲରେ ଗରିବଙ୍କ କାର୍ଡ କଟିଛି, ଜଣାନ୍ତୁ: ମନ୍ତ୍ରୀ

ଯଦି ଭୁଲରେ ଗରିବଙ୍କ କାର୍ଡ କଟିଛି, ଜଣାନ୍ତୁ: ମନ୍ତ୍ରୀ

ଭୁବନେଶ୍ୱର: ଇ-କେୱାସି ଗରିବଙ୍କ ରାସନ କାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ   ବୟାନ ରଖିଛନ୍ତି । କହିଛନ୍ତି , ଯେଉଁ ଗରିବଙ୍କର କଟିଛି  ମୋତେ କୁହନ୍ତୁ । ଆମ ପାଖରେ ପଯ୍ୟାପ୍ତ କାର୍ଡ ଅଛି । ଆମେ ଲୋକଙ୍କୁ ଦେବୁ । ଯଦି ଗରିବଙ୍କ ଭୁଲରେ କଟିଯାଇଛି , ଆଉ ଥରେ ଆବେଦନ କରନ୍ତୁ ।  ସର୍ଭେ  କରିକି ଦେବୁ । ପାଖାପାଖି ୧ ଲକ୍ଷ ଲୋକଙ୍କ ରାସନ କାର୍ଡ କଟିଛି । ଇନକମ ଟ୍ୟାକ୍ସ ଦେଉଥିବା , ଭଲ ଚାକିରି କରୁଥିବା ଲୋକଙ୍କ  କଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking