ରାୟପୁର : ଛତିଶଗଡ ନାରାୟଣପୁରରେ ଆଇଆଇଡି ବିସ୍ଫୋପଣ ହୋଇଛି । ଛୋଟେଡୋଙ୍ଗରେ ଥାନା ଆମଦାଇ ସୁହାପଥର ଖଣିରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ ଶ୍ରମିକ ଗୁରୁତର ଅଛନ୍ତି । ଆହତଙ୍କୁ ନାରାୟଣପୁର ଜିଲ୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।