19.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଆଇଇଡି ବ୍ଲାଷ୍ଟ : ୨ ଯବାନ ଆହତ

ଆଇଇଡି ବ୍ଲାଷ୍ଟ : ୨ ଯବାନ ଆହତ

ଛତିଶଗଡ : ଛତିଶଗଡ ନାରାୟଣପୁରରେ ଆଇଇଡି ବ୍ଲାଷ୍ଟ ହୋଇଛି ।  ଆଇଇଡି ବ୍ଲାଷ୍ଟରେ  ୨ ଯବାନ ଆହତ ହୋଇଛନ୍ତି । ନାରାୟଣପୁର ଆରପା ଗାଁ ରାସ୍ତାରେ ବିସ୍ଫୋରଣ  ହୋଇଛି । ରୋଡ ଓପନିଂ ଡ୍ୟୁଟି  ସମୟରେ ବିସ୍ଫୋରଣ ହେବାର ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking