26.1 C
Bhubaneswar
Wednesday, February 4, 2026
Homeଓଡିଶାସିମିଳିଆ ପଞ୍ଚାୟତ ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ 

ସିମିଳିଆ ପଞ୍ଚାୟତ ବିକାଶ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ 

ଯାଜପୁର: ସମଗ୍ର ଯାଜପୁର ଜିଲ୍ଲା ରେ ଦୁନୀତି ର ସମାର୍ଯ୍ୟ ପାଲିଟି ଯାଇଛି ଆରଡ଼ି ପୁତ୍ତ ଜଳ ସେଚନ ବିଭାଗ ଓ ବ୍ଲକ ଅନନ୍ୟା କାର୍ଯ୍ୟ ଳlୟରେ ଦୃନୀତି ଚରଣ ସିମା ରେ ପଂହଁଚି ଲାଣି ବିଶେଷ କରି ଠିକାଦାର ଓ ବିଭାଗୀୟଯନ୍ତ୍ରୀ ଓ ପଦାଧିକାରୀ ଓ ଶାସକ ଦଳ ର ରାଜ ନେତା ଙ୍କ   ସୁତାର ରେ ରାସ୍ତା ଘାଟ ନଦୀ ବନ୍ଦ ସରକାରୀ କାଯ୍ୟଳୟ ସ୍କୁଲ କଲେଜ ଡାକ୍ତର ଖାନା ଅଙ୍ଗନ ବାଡ଼ି କେନ୍ଦ୍ର ପ୍ରଭୁ ଟି ଅତି ନିମ୍ନ ମନ କାର୍ଯ୍ୟ ହେଉଛି ତାହା ଅଳ୍ପ ଦିନ ମଧ୍ୟ୍ୟ ରେ ଭାଙ୍ଗି ଯାଉଛି ଅଭିଯୋଗ କଲେ କେହିଶୁଣିବାକୁ ନାହଁ l ଫଳରେ ଜନ ଅଶୋନ୍ତ ଦେଖା ଯାଉଛି l ଏହା ର ଦୁଷ୍ଟାନ୍ତ ଦେଖି ଵାକୁ ମିଳିଛି ଯାଜପୁର ବ୍ଲକ ର ଶିମିଳିଆ ପଂଚାୟତ ରେ ଯାଜପୁର ବ୍ଲକ ସିମିଳିଆ ପଂଚାୟତରେ ସିମିଳିଆ ପଞ୍ଚାୟତ ବିକାଶ ମଞ୍ଚ ପକ୍ଷରୁ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ। ବୁଢ଼ା ନଦୀ ନିକଟ ଆରଡ଼ି ରାସ୍ତାରେ ଥିବା ଘାଇର ସ୍ଥାୟୀ ସମାଧାନ ସହ ଜବର ଦଖଲ ଉଚ୍ଛେଦ ଓ ପ୍ରକଳ୍ପ ଅନୁମୋଦନ ମୁତାବକ ରାସ୍ତା ନିର୍ମାଣକୁ ଦାବି କରି ବିକାଶ ମଞ୍ଚ ପକ୍ଷରୁ ଘାଇ ନିକଟରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ରାସ୍ତା ଉପରେ ୫ଟି ଗାଁର ୧୦ହଜାର ଜନସାଧାରଣ ନିର୍ଭରଶୀଳ ଥିବା ବେଳେ ଗତ ବନ୍ୟାରେ ଏହି ଘାଇ ନିକଟରେ ଜଣେ ଯୁବକ ଭାସୀଯାଇ ମୃତ୍ୟୁ ବରଣ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନର ଚେତା ପଶୁ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏଥି ସହ ଏହି ରାସ୍ତାକୁ ବିଭିନ୍ନ ସ୍ଥାନରେ ଜବର କରାଯାଇଥିବା ସହ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ସମ୍ପଦନ କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ପରିଶେଷରେ ପଂଚାୟତ ବିକାଶ ମଞ୍ଚ ପକ୍ଷରୁ ହୁର୍ଷିକେଶ ମେକାପଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅଭିଯୋଗ ଶୁଣାନି ପ୍ରକୋଷ୍ଠରେ ଜିଲାପାଳଙ୍କୁ ଭେଟି ଏ ନେଇ ଏକ ଅଭିଯୋଗପତ୍ର ପ୍ରଦାନ କାରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking