30.1 C
Bhubaneswar
Sunday, June 1, 2025
Homeଦେଶ ବିଦେଶଆଇଇଡି ବିସ୍ଫୋରଣ: ୩ ଯବାନ ସହିଦ

ଆଇଇଡି ବିସ୍ଫୋରଣ: ୩ ଯବାନ ସହିଦ

ରାୟପୁର: ଛତିଶଗଡ ସୁକୁମାରେ ୩ ଯବାନ ସହିଦ ହୋଇଛନ୍ତି । ସର୍ଚ୍ଚ ଅପରେସନ ବେଳେ  ଆଇଇଡି ବିସ୍ଫୋରଣରେ ୩ ଯବାନ ସହିଦ ହୋଇଛନ୍ତି । ଛତିଶଗଡ – ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ମାଓବାଦୀ- ଯବାନ ମୁହାଁମୁହିଁ ହୋଇଛନ୍ତି ।  ପେରୁରୁ ଏବଂ ୱାଜେଡୁ ଥାନା ଅଞ୍ଚଳରେ ଚାଲିଛି ଗୁଳି ବିନିମୟ ।  ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking