26.1 C
Bhubaneswar
Friday, July 4, 2025
Homeଓଡିଶା ଆଇଏଏସ ନିକୁଞ୍ଜ ଧଳ ଯିବେ ଦିଲ୍ଲୀ

 ଆଇଏଏସ ନିକୁଞ୍ଜ ଧଳ ଯିବେ ଦିଲ୍ଲୀ

ଭୁବନେଶ୍ୱର : ଆଇଏଏସ ନିକୁଞ୍ଜ ଧଳ ଯିବେ ଦିଲ୍ଲୀ । କେନ୍ଦ୍ରୀୟ ଡେପୁଟେସନରେ ଯିବେ ନିକୁଞ୍ଜ ଧଳ । କେନ୍ଦ୍ର ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତି ହୋଇଥିଲେ ।ସନ୍ତୋଷ ଷଡଙ୍ଗୀ ଓ ରଞ୍ଜନା ଚୋପ୍ରାଙ୍କୁ ନୂଆ ଦାୟିତ୍ୱ । ସନ୍ତୋଷୀ ଷଡଙ୍ଗୀ ନ୍ୟୁ ଆଣ୍ଡ ରିନ୍ୟୁଏବଲ ଏନେର୍ଜି ସଚିବ । ରଞ୍ଜନା ଚୋପ୍ରାଙ୍କି ସଂସ୍କୃତି ମନ୍ତ୍ରାଳୟର ସ୍ୱତନ୍ତ୍ର ସଚିବ ଦାୟିତ୍ୱ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking