ଭୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁସାରେ
୧) ଧରମା ହଂସଦା – ଥିଲେ – ଜଙ୍ଗଲ ପରିବଶେ ବିଭାଗର ସ୍ୱତନ୍ତ ସଚିବ – ହେଲେ – ଜଙ୍ଗଲ ପରିବଶେ ବିଭାଗର ଯୁଗ୍ମ ସଚିବ
୩( ରୀନା ମହାପାତ୍ର – ଥିଲେ – ମତ୍ସ୍ୟ ଓ ପଶୁ ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ – ମତ୍ସ୍ୟ ଓ ପଶୁ ବିଭାଗର ଯୁଗ୍ମ ସଚିବ
୩) ନିୟତି ପଟ୍ଟନାୟକ – ଏସ୍ଏସ୍ ଏବଂ ଇପିଡିର ନିର୍ଦ୍ଦେଶକ
୪) ମହେଶ୍ୱର ସ୍ୱାଇଁ – ପଞ୍ଚାୟତରାଜ ବିଭାଗର ନିର୍ଦ୍ଦେଶକ
୫)ଶ୍ରୀକାନ୍ତ ତରାଇ – ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ର ସଚିବ
୬) ବିରେନ୍ଦ୍ର କରକୋରା – ସେକେଣ୍ଡାରୀ ଏଜୁକେସନର ନିର୍ଦ୍ଦେଶକ
୭) ଲକ୍ଷ୍ମଣ କୁୂମାର ମଲ୍ଲିକ – ଅନୁସୂଚିତ ଜାତି କଲ୍ୟାଣ ବିଭାଗର ନିର୍ଦ୍ଦେଶକ
୮) ଉପମା କାଲୋ – ବସତି ଏବଂ ଏକତ୍ରୀକରଣ, ସମ୍ବଲପୁର-୨ ର ଯୁଗ୍ମ ସଚିବ
୯) ଲିଲି କୁମାରୀ କାଲ୍ଲୁ – ଥିଲେ – ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ – ହେଲେ – ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସଚିବ
୧୦) କବିନ୍ଦ୍ର କୁମାର ସାହୁ – ଦେବଗଡ଼ ଜିଲ୍ଲାପାଳ
୧୧) ଆରଧାନା ଦାସ – ଥିଲେ – ଗୃହ ବିଭାଗର ସ୍ୱତନ୍ତ୍ର ସଚିବ – ଗୃହ ବିଭାଗର ଯୁଗ୍ମ ସଚିବ
୧୨) ପ୍ରଦୀପ କୁମାର ନାୟକ – ଅତିରିକ୍ତ ସଂଶୋଧନ ଅଦାଲତ, ଭୁବନେଶ୍ୱରର ଅତିରିକ୍ତ କମିଶନର
୧୩) ମଧୁସୁଦନ ଦାସ – ନୂଆପଡ଼ା ଜିଲ୍ଲାପାଳ
୧୪) ପ୍ରେମ୍ଜିତ୍ ନାୟକ – ଆୟୁଷର ନିର୍ଦ୍ଦେଶକ
୧୫) ନରହରି ସେଠୀ – ଥିଲେ – ପାନୀୟଜଳ ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ – ପାନୀୟଜଳ ବିଭାଗର ଯୁଗ୍ମ ସଚିବ
୧୬) ଯୁଗଳଶ୍ୱରୀ ଦାଶ – ଓବିସିର ନିର୍ଦ୍ଦେଶକ
୧୭) ମଧୁମିତା ରଥ – ଥିଲେ – ହସ୍ତଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ – ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ
୧୮) ଦେବାଶିଷ ସିଂହ – ଥିଲେ – ହାଉସିଂ ଏବଂ ଅରବାନ୍ ବିଭାଗର ସ୍ମତନ୍ତ୍ର ସଚିବ – ହେଲେ -ହାଉସିଂ ଏବଂ ଅରବାନ୍ ବିଭାଗର ଯୁଗ୍ମ ସଚିବ
୧୯) ସୁବତ୍ର କୁମାର ପଣ୍ଡା – ବୌଦ୍ଧ ଜିଲ୍ଲାପାଳ
୨୦) ପ୍ରତାପ ଚନ୍ଦ୍ର ହୋତା – ଥିଲେ – ସଂସଦୀୟ ବ୍ୟାପାର ବିଭାଗ ସ୍ୱତନ୍ତ୍ର ସଚିବ – ହେଲେ – ସଂସଦୀୟ ବ୍ୟାପାର ବିଭାଗ ଯୁଗ୍ମ ସଚିବ
୨୧) ନିବେଦିତା ମିଶ୍ର – ଥିଲେ – ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ – ଶକ୍ତି ବିଭାଗର ଯୁଗ୍ମ ସଚିବ
୨୨) ରେଗା ଗୀତାରାଣୀ ପଟ୍ଟନାୟକ – ଥିଲେ – ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ – ହେଲେ – ଗ୍ରାମ୍ୟ ଉନ୍ନୟନ ବିଭାଗ ଯୁଗ୍ମ ସଚିବ
୨୩) ଅର୍ଚ୍ଚନା ଦାସ ପଟ୍ଟନାୟକ – ଥିଲେ – ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ – ଅବକାରୀ ବିଭାଗର ଯୁଗ୍ମ ସଚିବ
୨୪) ଅଞ୍ଜନା ପଣ୍ଡା – ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ – ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗର ଯୁଗ୍ମ ସଚିବ
୨୫) ନିବେଦିତା ପୃଷ୍ଟି – ଥିଲେ – ଗୃହ ବିଭାଗର ସତ୍ୱନ୍ତ୍ର ସଚିବ – ହେଲେ ଗୃହ ବିଭାଗର ଯୁଗ୍ମ ସଚିବ
୨୬) ସ୍ୱୟମ ପଅଭା ମହାନ୍ତି – ମହିଳା ଓ ଶିଶୁ ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ -ମହିଳା ଓ ଶିଶୁ ବିଭାଗର ଯୁଗ୍ମ ସଚିବ
୨୭) ସୁଦାମ ଚରଣ ମଣ୍ଡଳ – ଥିଲେ – ଖାଦ୍ୟ ଓ ଖାଉଟଇ କଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ ଖାଦ୍ୟ ଓ ଖାଉଟଇ କଲ୍ୟାଣ ବିଭାଗର ଯୁଗ୍ମ ସଚିବ
୨୮) ଶ୍ରୀ ଗିରିଶ ଚନ୍ଦ୍ର ସିଂହ – ଥିଲେ – ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ – ହେଲେ – ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ