28.1 C
Bhubaneswar
Sunday, March 30, 2025
Homeଓଡିଶାଖୁବଶୀଘ୍ର ଥାନାରେ ଏଫଆଇଆର ଦେବି: ତାରା

ଖୁବଶୀଘ୍ର ଥାନାରେ ଏଫଆଇଆର ଦେବି: ତାରା

ଭୁବନେଶ୍ୱର :ତାରା ବାହିନୀପତି ସାଂଘାତିକ ଅଭିଯୋଗ ଆଣିଛନ୍ତି । କହିଛନ୍ତି , କଲର ଧରି ବିଧାନସଭା ସୁରକ୍ଷାକର୍ମୀ ମାରିଛନ୍ତି । ମୋ ସୁନା  ନେଇଛନ୍ତି ସୁରକ୍ଷା କର୍ମୀ । ଖୁବଶୀଘ୍ର ଥାନାରେ ଏଫଆଇଆର ଦେବି କହିଛନ୍ତି ତାରା । ଆଜି ବିଧାନସଭା ଆଗରେ କଂଗ୍ରେସ ପ୍ରତିବାଦ  କରି ଆସୁଥିବା ବେଳେ  ସୁରକ୍ଷା କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking