24.1 C
Bhubaneswar
Tuesday, February 24, 2026
Homeଓଡିଶାଦଳ ଯାହା ଦାୟିତ୍ୱ ଦେବ ନିର୍ବାହ କରିବି: ରଘୁବର

ଦଳ ଯାହା ଦାୟିତ୍ୱ ଦେବ ନିର୍ବାହ କରିବି: ରଘୁବର

ଭୁବନେଶ୍ୱର: ମହାପ୍ରଭୁଙ୍କ ଦର୍ଶନ ପରେ ରାଜ୍ୟପାଳ ରଘୁବର ଦାସ ପ୍ରତିକ୍ରିୟା ରଖିଛନ୍ତି । ମହାପ୍ରଭୁଙ୍କ ଇଛା ଯୋଗୁଁ ଓଡ଼ିଶାର ରାଜ୍ୟପାଳ ଦାଇତ୍ୱ ନେଇଥିଲି । ୨୦୩୬ ସୁଦ୍ଧା ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହେବ । ତେବେ ସେହିପରି ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ନେଇ ପତିକ୍ରିୟା ରଖିଛନ୍ତି। ଦଳ ଯାହା ଦାୟିତ୍ୱ ଦେବ ନିର୍ବାହ କରିବି ବୋଲି କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking