ଭୁବନେଶ୍ୱର: ରାଜନୀତି କରିବି କିନ୍ତୁ ଲଢିବନି କହିଲେ ନିରଞ୍ଜନ । ଆହୁରି କହିଛନ୍ତି , କଂଗ୍ରେସ ଆସିଲେ ଦେଶ ରକ୍ଷା ପାଇବ । କଂଗ୍ରେସ ଆସିବା ପାଇଁ ଯୁବପିଢିଙ୍କୁ ସୁଯୋଗ ଦେବା ଉଚିତ । ଯୁବବର୍ଗଙ୍କୁ ଅନୁପ୍ରାଣିତ କରିବା ମୋ କର୍ତ୍ତବ୍ୟ । ଆମ ସରକାରରେ ରାଜସ୍ୱ ଭଲ ଥିଲା । ଏବେ ସରକାରର ଲୋକଙ୍କୁ ମଦୁଆ କରିସାରିଲାଣି । ସରକାର ମାଦକ ଦ୍ରବ୍ୟରୁ ଅଧିକ ରାଜସ୍ୱ ପାଉଛନ୍ତି ।