23.1 C
Bhubaneswar
Sunday, December 21, 2025
Homeଓଡିଶା୧୮ରେ ଓଡିଶା ଆସିବି:  ଭକ୍ତ ଦାସ

୧୮ରେ ଓଡିଶା ଆସିବି:  ଭକ୍ତ ଦାସ

ଭୁବନେଶ୍ୱର : ୧୮ତାରିଖରେ ଓଡିଶା ଆସିବି କହିଛନ୍ତି ଭକ୍ତ ଦାସ । ତିନିଦିନିଆ ପଦଯାତ୍ରା ଆରମ୍ଭ ହେବ । ଏହି ପଦଯାତ୍ରାରେ ହଜାର ହଜାର ଛାତ୍ର ଓ ଯୁବକ ସାମିଲ ହେବେ । ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ପୁରୀ ଯିବି । ଶେଷ  ହୋଇଛି ସବୁ ପ୍ରତୀକ୍ଷାର ଅନ୍ତ । ରାଜ୍ୟ କଂଗ୍ରେସକୁ ମିଳିଛି  ନୂଆ ମୁଖିଆ । ବରିଷ୍ଠ କଂଗ୍ରେସ ନେତା ଭକ୍ତଚରଣ ଦାସଙ୍କୁ ନୂଆ ପିସିସି ମୁଖିଆ ଭାବେ ନିଯୁକ୍ତ କରିଛି ଏଆଇସିସି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପ୍ରେସ ବିଜ୍ଞପ୍ତି ଜାରି କରି ଏନେଇ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking