28.1 C
Bhubaneswar
Sunday, March 30, 2025
Homeଓଡିଶା୪ଟା ଯାଏଁ ଗୃହ ମୁଲତବି

୪ଟା ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାରେ ଜାରି ରହିଛି ଅଚଳାବସ୍ଥା । ଅପରାହ୍ନ ୪ଟା ଯାଏଁ  ଗୃହ  ମୁଲତବି କରିଛନ୍ତି  ବାଚସ୍ପତି ସୁରମା ପାଢୀ । ଅନ୍ୟପଟେ ଆଜି ବିଜେଡି ଓ କଂଗ୍ରେସ ବିଧାୟକ ପ୍ରତିବାଦ ନେଇ  ବିଧାନସଭାର ବ୍ୟାରିକେଡ ଭାଙ୍ଗିଥିଲେ । ଏହା ସହ ପୋଲିସ କର୍ମୀଙ୍କ ସହ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା । କଂଗ୍ରେସ ନାରୀ ନିଯ୍ୟାତନା, ସୁରକ୍ଷା ନେଇ ପ୍ରତିବାଦ କରୁଥିବା ବେଳେ ବିଜେଡି ମେଡିକାଲ ଶିକ୍ଷାରେ ୨୭ପ୍ରତିଶତ, ଏସସି/ ଏସଟି , ଓବିସିଙ୍କ    ସଂରକ୍ଷଣ ପାଇଁ  ଦାବି  କରିଛିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking