25.1 C
Bhubaneswar
Thursday, March 5, 2026
Homeଓଡିଶାଡିଭୋର୍ସ ନୋଟିସ୍ ପାଇନି: ଅର୍ଚ୍ଚନା

ଡିଭୋର୍ସ ନୋଟିସ୍ ପାଇନି: ଅର୍ଚ୍ଚନା

ଭୁବନେଶ୍ୱର: ଓଏଏସ୍‌ ସ୍ବାମୀ ସାର୍ଥକଙ୍କ ସଙ୍ଗୀନ ଅଭିଯୋଗ ପରେ ପତ୍ନୀ ଅର୍ଚ୍ଚନାଙ୍କ ପ୍ରେସମିଟ୍। ଡିଭୋର୍ସ ନୋଟିସ୍ ପାଇନି କହିଲେ ପତ୍ନୀ ଅର୍ଚ୍ଚନା ଦାଶ। ମୁଁ ତାଙ୍କ ଘରେ ରହୁଥିଲି, ମୁଁ କେମିତି ନିର୍ଯାତନା ଦେବି। ମୋତେ ଓ ମୋ ଛୁଆକୁ ହସ୍ପିଟାଲରେ ଏକୁଟିଆ ଛାଡ଼ି ଚାଲି ଆସିଲେ। ହସ୍ପିଟାଲ ପେମେଣ୍ଟ ସେ ଦେଇନାହାନ୍ତି, ମୋ ପାଖରେ ସବୁ ପ୍ରମାଣ ଅଛି। ମୋ ଶାଶୁଙ୍କ ସେବା କରିଛି, ବୋହୂର ସବୁ କର୍ତ୍ତବ୍ୟ କରିଛି। ମୁଁ ସମାଧାନ ଚାହୁଁଛି, ଗତ ୯୦ ଦିନ ଧରି ସବୁ ଚେଷ୍ଟା କଲି। ଶେଷରେ ଅନ୍ୟ ଉପାୟ ନ ପାଇ ମୁଁ ଥାନାକୁ ଗଲି।

‘ମୁଁ ଅତୁଲ ସୁବାଷ ନୁହେଁ, ଶେଷ ଯାଏଁ ଲଢିବି’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking