22.1 C
Bhubaneswar
Friday, February 13, 2026
Homeଓଡିଶାରାଷ୍ଟ୍ରପତି କେବେ ଲମ୍ବା ଭାଷଣ ଦେବାର ମୁଁ ଜାଣିନି କି ଶୁଣିନି – ତାରା

ରାଷ୍ଟ୍ରପତି କେବେ ଲମ୍ବା ଭାଷଣ ଦେବାର ମୁଁ ଜାଣିନି କି ଶୁଣିନି – ତାରା

ଭୁବନେଶ୍ୱର : ରାଷ୍ଟ୍ରପତିଙ୍କ ଭାଷଣକୁ ନେଇ ତାରା ବାହିନୀପତି ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି,  ରାଷ୍ଟ୍ରପତି  କେବେ ଲମ୍ବା ଭାଷଣ ଦେବାର ମୁଁ ଜାଣିନି କି ଶୁଣିନି । ସରକାର ଯାହା ଲେଖିକି ଦିଅନ୍ତି ତାହା ରାଷ୍ଟ୍ରପତି ପଢନ୍ତି । ତାବୋଲି ଏତେ ଲମ୍ବା ଭାଷଣ ଦେବା  ଭାରତବାସୀଙ୍କ ଦୁର୍ଭାଗ୍ୟ ଅଟେ । ଏହା ପ୍ରତିଶ୍ରୁତିର ଭାଷଣ । ବାସ୍ତବରେ କାଯ୍ୟକାରୀ ହେଉନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking