28.1 C
Bhubaneswar
Sunday, March 22, 2026
Homeଓଡିଶାନିଲମ୍ବନକୁ ଗ୍ରହଣ କରୁନି: ଚକ୍ରମଣି

ନିଲମ୍ବନକୁ ଗ୍ରହଣ କରୁନି: ଚକ୍ରମଣି

ଭୁବନେଶ୍ୱର: ନିଲମ୍ବନକୁ ଗ୍ରହଣ କରୁନି କହିଲେ ବାଲିଗୁଡା ବିଧାୟକ ଚକ୍ରମଣି କହଁର । ପ୍ରଥମ ଭୋଟ ଦଳୀୟ ନିର୍ଦ୍ଦେଶରେ ଦ୍ୱିତୀୟ ଭୋଟ ମୋ ଇଚ୍ଛାରେ ଦେଇଛି । ରାଜ୍ୟସଭା ନିର୍ବାଚନରେ ଦଳ ହୁଇପ ଜାରି କରିବା କଥା ନୁହେଁ । ମୁଁ ବିଶ୍ୱାସଘାତ କରିନି, ମାନବିକତା ଦୃଷ୍ଟିରୁ ମୁଁ ଭୋଟ ଦେଇଛି । ମୁଁ ବିଜେଡି ସହ ଅଛି, ଆଗରୁ ଥିଲି । ଆଗକୁ ବି ରହିବି କହିଛନ୍ତି ଚକ୍ରମଣି କହଁର । ଦଳର ନୀତି ଆଦର୍ଶରେ ମୁଁ କାମ କରି ଆସିଛି, ଆଗକୁ ବି କରିବି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking