ଭୁବନେଶ୍ୱର : ବିଧାନସଭାରେ ପୁଣି ପୂର୍ବ ସରକାରଙ୍କୁ ଦୋଷ ଦେଲେ ମନ୍ତ୍ରୀ । ତାଲିକା ନଦେବାରୁ ଘର ଫେରିଯାଇଥିବା ମନ୍ତ୍ରୀଙ୍କ ଉତ୍ତର । ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି । ପୂର୍ବ ସରକାରରେ ଫେରିଯାଇଛି ସାଢେ ୬ ଲକ୍ଷ ପକ୍କା ଘର । ଯୋଗ୍ୟଦିତାଧିକାରୀ ତାଲିକା ନଦେବାରୁ ଫେରିଯାଇଛି ଘର । ୬ ଲକ୍ଷ ୫୬ ହଜାର ୯୪୫ ପକ୍କାର ଘର ଫେରିଯାଇଛି । ୨୦୧୬ରୁ ୨୦୨୪ ମଧ୍ୟରେ ଦେିନଥିଲେ ଯୋଗ୍ୟ ତାଲିକା । ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଉତ୍ତର । ଓଡିଶାକୁ କେନ୍ଦ୍ର ଦେିଛି ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର । ଅପେକ୍ଷା କରିଛନ୍ତି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ।