14.1 C
Bhubaneswar
Sunday, December 7, 2025
Homeଓଡିଶାମୁଁ ଦଳରେ ଅଛି: ଦେବାଶିଷ ସାମନ୍ତରାୟ

ମୁଁ ଦଳରେ ଅଛି: ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର: ବିଜେଡିରେ  ନଥିବା କଥାକୁ ଏଡାଇଲେ ସାଂସଦ ଦେବାଶିଷ ସାମନ୍ତରାୟ । ମୁଁ ଦଳରେ ଅଛି,  କୋଣଠେସା ହୋଇନାହିଁ ।  ଯେତେବେଳେ କହିବାକୁ କୁହାଯାଉଛି ସଂସଦରେ କହୁଛି । ଆହୁରି କହିଛନ୍ତି,  ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ କରିବା ଠିକ ନୁହେଁ । ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କୁ ବିଜେଡିରୁ ସସପେଣ୍ଡ କରିବା ଭୁଲ ନିଷ୍ପତ୍ତି । ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କହି ପ୍ରତାପ ଜେନା ଅନୁତପ୍ତ କରୁଥିବେ ।  ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି । ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ  କହିଛନ୍ତି ଦେବାଶିଷ ସାମନ୍ତରାୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking