26.1 C
Bhubaneswar
Wednesday, March 25, 2026
Homeଓଡିଶାଲୋକଲଜ୍ଜାରୁ  ନବଜାତ ଶିଶୁ  ଚୋରି ହାଇଡ୍ରାମା

ଲୋକଲଜ୍ଜାରୁ  ନବଜାତ ଶିଶୁ  ଚୋରି ହାଇଡ୍ରାମା

ନୟାଗଡ : ରାଜସୁନାଖଳା ହସ୍ପିଟାଲରୁ ନବଜାତ ଶିଶୁ ଚୋରି ଅଭିଯୋଗ ହାଇଡ୍ରାମା ଘଟଣା ଘଟିଛି । ନବଜାତ ଶିଶୁ ଚୋରିର ମିଛ ଅଭିଯୋଗ କରିଥିବା କହିଲେ ଦମ୍ପତ୍ତି । ମାନସିକ ଭାରସାମ୍ୟ ଓ ଲୋକଲଜ୍ଜାରୁ ମିଛ ଅଭିଯୋଗ କରିଥିବା କହିଲେ । ମାମଲା ରୁଜୁ ପରେ କାଯ୍ୟାନୁଷ୍ଠାନ ଭୟରେ ସତ ମାନିଛନ୍ତି ଉଭୟ । ଗତ ୩୦ରେ ମେଡିକାଲରେ ପ୍ରସବ ପରେ ଚୋରି ଅଭିଯୋଗ କରିଥିଲେ । ତେବେ ସିସିଟିଭି ଫୁଟେଜରୁ ଘଟଣା ସଂପର୍କରେ  ସଂପୂର୍ଣ ମିଛ ବୋଲି ଜଣାପଡିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking