20.1 C
Bhubaneswar
Saturday, December 21, 2024
Homeଅପରାଧଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ

ଝୁଲି ପଡିଲେ ସ୍ୱାମୀ-ସ୍ତ୍ରୀ

ଜୟପୁର : ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି। ପାରିବାରିକ କଳହରୁ ଦୁହେଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ବର୍ଷକ ପୁର୍ବରୁ ଦୁହେଁ ବିବାହ କରିଥିଲେ । ପ୍ରଥମେ ସ୍ୱାମୀ ପରେ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଜିୟପୁର ଅଞ୍ଚଳରେ ଘଟିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking