21.1 C
Bhubaneswar
Tuesday, February 3, 2026
Homeଓଡିଶାଝିଅ ଆଗରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ଝିଅ ଆଗରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ବାଲେଶ୍ୱର: ଝିଅ ଆଗରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ  । ବାଲେଶ୍ୱର ଜିଲ୍ଲା ଔପଦା ଥାନା ପ୍ରତାପପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ସୂଚନାରୁ ଜଣାପଡିଛି ଯେ, ଘରୋଇ କଳହକୁ ନେଇ ସ୍ତ୍ରୀକୁ ପିଟିପିଟି ହତ୍ୟା । କରାଯାଇଛି । ଅଢେଇ ବର୍ଷର ଝିଅ ଆଗରେ ନୃଶଂସ ଭାବେ ହତ୍ୟା କଲା । ଏନେଇ ଝିଅର ବାପଘର ଲୋକ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଅଭିଯୁକ୍ତକୁ କାବୁ କରିଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking