17.1 C
Bhubaneswar
Tuesday, February 3, 2026
Homeଓଡିଶାସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା!

ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଲା!

ସୋର: ଗାଁ ଜଙ୍ଗଲରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଖଇରା ଥାନା ଗଡପୋଖରୀ ପଞ୍ଚାୟତ ଶରତ ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ପାରିବାରିକ କଳହରୁ ସପ୍ତାହେ ତଳେ ସ୍ୱାମୀ ମାରି ଫେରାର ହୋଇଯାଇଥିବା ନେଇ ମିଳିଛି ସୂଚନା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking