21.1 C
Bhubaneswar
Sunday, December 7, 2025
Homeଓଡିଶାସ୍ତ୍ରୀକୁ ମାରିବାକୁ ଆସି ସ୍ୱାମୀ ମୃତ

ସ୍ତ୍ରୀକୁ ମାରିବାକୁ ଆସି ସ୍ୱାମୀ ମୃତ

ଜଟଣୀ: ଶ୍ୱଶୁର ଘରେ ଶାଶୁ ଏବଂ ସ୍ତ୍ରୀକୁ ଆକ୍ରମଣ ବେଳେ ଜ୍ୱାଇଁ ମୃତ । ଜଟଣୀ ଇନ୍‌ଫୋଭ୍ୟାଲି ଥାନା ଗ୍ରାମଣ୍ଡିହ ଗାଁରେ ତୁମୁଳ କାଣ୍ଡ । ଶ୍ୱଶୁର ଘର ଲୋକଙ୍କ ପାଲଟା ଆକ୍ରମଣରେ ଜ୍ୱାଇଁର ମୃତ୍ୟୁ ଅଭିଯୋଗ ହୋଇଛି । ଜ୍ୱାଇଁର ଆକ୍ରମଣରେ ଶାଶୁ ଏବଂ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଜ୍ୱାଇଁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶ୍ୱଶୁର ଘରକୁ ରାତିରେ ଆସି ଜ୍ୱାଇଁ ଆକ୍ରମଣ କରିବାରୁ ପିଟାପିଟି ହୋଇଥିଲା । କିଛି ଦିନ ହେଲା ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା । ପ୍ରାୟ ଦେଢ ବର୍ଷ ହେଲା ଶାଶୁ ଘର ଛାଡି ଝିଅ ବାପ ଘରେ ରହୁଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking