20.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶସ୍ତ୍ରୀର ନାକ କାଟିଦେଲା ସ୍ୱାମୀ

ସ୍ତ୍ରୀର ନାକ କାଟିଦେଲା ସ୍ୱାମୀ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ହରଦୋଇ ଜିଲ୍ଲାର ହରିୟାମ୍ବା ଅଞ୍ଚଳରେ ଜଣେ ବ୍ୟକ୍ତି ପ୍ରେମିକକୁ ଭେଟିବାକୁ ଯାଇଥିବା ନିଜ ସ୍ତ୍ରୀର ନାକ କାଟିଦେଇଛନ୍ତି। ପୋଲିସ ମୁତାବକ ଜଣେ ୨୫ ବର୍ଷୀୟ ମହିଳା ନିଜ ପ୍ରେମିକଙ୍କୁ ଭେଟିବାକୁ ଗଲାବେଳେ ଏହି ଘଟଣା ଘଟିଛି। ଏହି ସମୟରେ ହରିୟାଣା ପୋଲିସ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ମହିଳାଙ୍କୁ ମେଡିକାଲରେ ଭର୍ତ୍ତ କରାଇଛନ୍ତି। ପୋଲିସ ଅଧ୍ୟକ୍ଷ ନରେନ୍ଦ୍ର କୁମାର କହିଛନ୍ତି ଯେ, ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ବ୍ୟକ୍ତିଙ୍କୁ ହେପାଜତରେ ନିଆଯାଇଛି। ଏଥିସହ ତାଙ୍କୁ ପଚରାଉଚରା କରୁଛି। ସେ କହିଛନ୍ତି ଯେ, ଆଇନ ଅନୁ୍‌ାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ଏବଂ ସମସ୍ତ ପ୍ରମାଣପତ୍ରକୁ ଏକଜୁଟ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking