ବଲାଙ୍ଗିର: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । ଦେଓଗାଁରେ ପାରିବାରିକ କଳହରୁ ବୀଭତ୍ସ ହତ୍ୟା । ଟାଙ୍ଗିଆ ଜବତ, ଅଭିଯୁକ୍ତ ସ୍ୱାମୀ ଥାନାରେ ଅଟକ । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।