14.1 C
Bhubaneswar
Tuesday, January 13, 2026
Homeଓଡିଶାବେକରେ ରଶି ଲଗାଇ ଝୁଲିପଡିଲେ ସ୍ବାମୀ, ସ୍ତ୍ରୀ

ବେକରେ ରଶି ଲଗାଇ ଝୁଲିପଡିଲେ ସ୍ବାମୀ, ସ୍ତ୍ରୀ

ଯାଜପୁର: ଯାଜପୁର ବ୍ରହ୍ଣବରଦା ଥାନା କୋଠସାହିରେ ଅଭାବନୀୟ ଘଟଣା । ଋଣ ବୋଝ ଯୋଗୁଁ ବେକରେ ରଶି ଲଗାଇ ଝୁଲିପଡିଲେ ସ୍ବାମୀ ସ୍ତ୍ରୀ , ଝୁଲନ୍ତା ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଦେହକୁ ଜବତ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରି ରଖିଛି । ପରିବେଶ ଶୋକାକୁଳ ଦେଖାଦେଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking