ବାରିପଦା: ଶିକାରୀ ଧରିଲା ଏଆଇ କ୍ୟାମେରା । ଶିମିଳିପାଳରୁ ପୁଣି ୨ ଶିକାରୀ ଗିରଫ ହୋଇଛନ୍ତି । ହରିଣ ଶିଙ୍ଗ, ସମ୍ବର ଶିଙ୍ଗ ସହ ଧନୁତୀର ଜବତ ହୋଇଛି । ୫ଟି ଦେଶୀ ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଘଟଣାସ୍ଥଳରୁ ଫେରାର ମାରିଲେ ୩ ଶିକାରୀ । ଫେରାର ଶିକାରୀଙ୍କୁ ଧରିବା ପାଇଁ ଉଦ୍ୟମ ଜାରି । ଏଆଇ କ୍ୟାମେରା ସହାୟତାରେ ଧରାପଡିଲେ ଶିକାରୀ ।










