21.1 C
Bhubaneswar
Thursday, February 5, 2026
Homeଓଡିଶାହ୍ୟୁମାନଙ୍କ ମୃତ୍ୟୁ: ବଲାଙ୍ଗିର ଏସ୍‌ପିଙ୍କୁ ଫେରାଦ

ହ୍ୟୁମାନଙ୍କ ମୃତ୍ୟୁ: ବଲାଙ୍ଗିର ଏସ୍‌ପିଙ୍କୁ ଫେରାଦ

ଭୁବନେଶ୍ୱର: ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ବଲାଙ୍ଗିର ଏସ୍‌ପିଙ୍କ ଦ୍ୱାରସ୍ଥ ହେଲା ଖ୍ରୀଷ୍ଟିୟାନ୍ ୟୁଥ୍ ଫୋରମ୍ । ଦୁଇ ମ୍ୟାନେଜର ଏବଂ ଜଣେ ମହିଳା କଣ୍ଠଶିଳ୍ପୀଙ୍କୁ ଦାୟୀ କରି ଫେରାଦ । ହ୍ୟୁମାନ ସାଗରଙ୍କ ମୃତ୍ୟୁ ଘଟଣାର ସଠିକ ତଦନ୍ତ ଦାବି କରିଛନ୍ତି । ଦାବି ପୂରଣ ନହେଲେ ସାରା ଓଡିଶାରେ ଆନ୍ଦୋଳନ ଚେତାବନୀ । ଦାବିପତ୍ର ଗ୍ରହଣ କରି ଉପଯୁକ୍ତ ତଦନ୍ତ ହେବ କହିଲେ ଅତିରିକ୍ତ ଏସ୍‌ପି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking