21.1 C
Bhubaneswar
Saturday, February 7, 2026
Homeଓଡିଶାବିପୁଳ ମାଓ ସାମଗ୍ରୀ ଜବତ

ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି: ପୋଲିସ ଓ ବିଏସଏଫକୁ ମିଳିଛି ଆଉ ଏକ ସଫଳତା ମିଳିଛି। ଏକ ଗୁମ୍ଫାରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଜବତ କରାଯାଇଛି। କାଲିମେଳା ଥାନା ଦୁଲାଗୁଣ୍ଡି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଜବତ କରିଛି ପୋଲିସ। ଗୁମ୍ଫାରୁ ଗୋଟିଏ ବନ୍ଧୁକ, ଜୀବନ୍ତ ଗୁଳି, ଜିଲେଟିନ ଷ୍ଟିକ୍, ଲ୍ୟାଣ୍ଡ ମାଇନ ଜବତ କରାଯାଇଛିସୂଚନାଯୋଗ୍ୟ, ସକାଳେ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଦୁଇ ଜଣ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଉନ୍‌ଗା କାଲ୍‌ମୁ ଓ ମାସେ ମାଡ୍‌ଭି ନାମକ ଦୁଇ ଦୁର୍ଦ୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଥିଲେ । ଅନ୍ୟପଟେ ଆଜି ସକାଳେ ଛତିଶଗଡର ୁକମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking