28 C
Bhubaneswar
Friday, May 16, 2025
Homeଦେଶ ବିଦେଶସମସ୍ତ ମୁକାବିଲା ପ୍ରସ୍ତୁତ: ଏକେ ଭାରତୀ

ସମସ୍ତ ମୁକାବିଲା ପ୍ରସ୍ତୁତ: ଏକେ ଭାରତୀ

ନୂଆଦିଲ୍ଲୀ: ଅପରେସନ ସିନ୍ଦୁର ନେଇ ତିନି ସେନା  ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, ଆମ ଲଢେଇ ଆତଙ୍କବାଦ ଓ ଆତଙ୍କୀଙ୍କ  ବିରୋଧରେ । କେବଳ ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ ହେଲା । ପାକ ପ୍ରତିବାଦ କରିବାରୁ ଜବାବ ଜରୁରୀ ଥିଲା । ଆତଙ୍କୀ ଉପରେ ଆକ୍ରମଣକୁ ପାକ ନିଜ ଉପରକୁ ନେଇଗଲା । ପାକର ଡ୍ରୋନ ଆକ୍ରମଣକୁ ପଣ୍ଡ କରିଛି ସେନା । ପାକକୁ ମୁହଁତୋଡ ଜବାବ ଦେଇଛି ଭାରତୀୟ ସେନା । ଚୀନର ମିଜାଇଲକୁ ଆମେ ଆକାଶରେ ନଷ୍ଟ କରିଛୁ । ପାକିସ୍ତାନର ପିଏଲ-୧୫କୁ ମାରି ଖସାଇଦେଲେ । ଚୀନ କ୍ଷେପଣାସ୍ତ୍ର ଓ ଡ୍ରୋନକୁ  ନଷ୍ଟ କରାଗଲା । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସହ ଅଛନ୍ତି । ଭାରତର ଏୟାର ଡିଫେନ୍ସ ପ୍ରଚୀର ଭଳି ଛିଡା ହୋଇଥିଲା । ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବଢିଥିଲା ।  ପାକିସ୍ତାନର ଆକ୍ରମଣକୁ ପଣ୍ଡ କରିଥଲା ଭାରତ ।  ମେ ଓ ୧୦ ତାରିଖରେ  ଆକ୍ରମଣକୁ ପଣ୍ଡ କରିଥିଲେ ସେନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking