29.1 C
Bhubaneswar
Saturday, June 21, 2025
Homeଓଡିଶାସ୍ତ୍ରୀ ଓ ଶାଶୂଙ୍କୁ କଟୁରୀରେ ଆକ୍ରମଣ କଲା ଜ୍ୱାଇଁ

ସ୍ତ୍ରୀ ଓ ଶାଶୂଙ୍କୁ କଟୁରୀରେ ଆକ୍ରମଣ କଲା ଜ୍ୱାଇଁ

କେନ୍ଦୁଝର: ସ୍ତ୍ରୀ ଓ ଶାଶୂଙ୍କୁ କଟୁରୀରେ ଆକ୍ରମଣ କଲା ଜ୍ବାଇଁ । ଶାଶୂ ଓ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅନ୍ତର୍ଗତ ବାଲିବରେଇ ଗାଁରେ ଏଭଳି ଘଟଣା ଘଟିଛି । ପାତ୍ରସାହିର ହରେକୃଷ୍ଣ ନାଇକ ଘରୋଇ କଳହରୁ ଉତ୍ତେଜିତ ହୋଇ ନିଜ ସ୍ତ୍ରୀ ଓ ଶାଶୂଙ୍କୁ ଏକ କଟୁରୀରେ ଆକ୍ରମଣ କରିବାରୁ ସ୍ତ୍ରୀ ଗୌରୀ ପାତ୍ର ଓ ଶାଶୂ ଶ୍ରୀମତି ପାତ୍ର ଗୁରୁତର ହୋଇପଡ଼ିଥିଲେ । ପ୍ରଥମେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ପରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking