17.1 C
Bhubaneswar
Sunday, December 21, 2025
Homeଓଡିଶାହୃଷିକେଶ ଭୋଇ ନିଲମ୍ବିତ

ହୃଷିକେଶ ଭୋଇ ନିଲମ୍ବିତ

ବରଗଡ଼: ବରଗଡ଼ ଧନୁଯାତ୍ରାରେ କଂସ ସାଜୁଥିବା ହୃଷିକେଶ ଭୋଇ ନିଲମ୍ବିତ । ହୃଷିକେଶ ଭୋଇଙ୍କୁ ଚାକିରୀରୁ ନିଲମ୍ବିତ କଲେ ସିଡ଼ିଏମଓ । ମହାପ୍ରଣୟ ଗାଡି ଡ୍ରାଇଭରଙ୍କ ବିରୋଧରେ ଆକ୍ସନ । ମୃତଦେହ ଛାଡିବା ପରେ ପରିବାର ଠାରୁ ୩୦୦୦ ଟଙ୍କା ମାଗିଥିଲେ । ପରିବାର ଲୋକଙ୍କ ଅଭିଯୋଗ ପରେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking