23.1 C
Bhubaneswar
Sunday, February 8, 2026
Homeଓଡିଶାସାଲିସାହିରେ ଉଚ୍ଛେଦଙ୍କୁ ମିଳିବ ଘର: ମନ୍ତ୍ରୀ

ସାଲିସାହିରେ ଉଚ୍ଛେଦଙ୍କୁ ମିଳିବ ଘର: ମନ୍ତ୍ରୀ

ଭୁବନେଶ୍ୱର: ସାଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସୂଚନା ଦେଇ କହିଛନ୍ତି ଯେ ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି । ତାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡା ସୂତ୍ରରେ ଦେଇଛନ୍ତି । ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତ କରୁଛନ୍ତି । ଆମେ ବସ୍ତି ହଟାଇ ସବୁ ଲୋକଙ୍କୁ ଥଇଥାନ କରିବୁ । ଅନ୍ୟପଟେ ରାସ୍ତା ପ୍ରଶସ୍ତିକରଣ ପାଇଁ ସାଲିଆ ସାହିରୁ ଉଚ୍ଛେଦ ପ୍ରକ୍ରିୟା ତିନି ଦିନ ଧରି ଚାଲିଛି । ସାଲିଆ ସାହିରେ ରହୁଥିବା ଲୋକଙ୍କ ବିରୋଧ ମଧ୍ୟରେ ପ୍ରଶାଶନ ପକ୍ଷରୁ ଜବର ଦଖଲ ଉଚ୍ଛେଦ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking