24.1 C
Bhubaneswar
Tuesday, January 20, 2026
Homeଓଡିଶାଜଳିଗଲା ଘର: ଅଳ୍ପକେ ବର୍ତ୍ତିଲେ ଚାଷୀ

ଜଳିଗଲା ଘର: ଅଳ୍ପକେ ବର୍ତ୍ତିଲେ ଚାଷୀ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବେନକେରା ଗାଁରେ ଅଗ୍ନିକାଣ୍ଡଆଜି ସକାଳ ୧୦ଟା ୩୦ରେ କୌଣସି କାରଣରୁ ଜଗନ୍ନାଥ କୁମ୍ଭାରଙ୍କ ଚାଳଛପର ଘରେ ନିଆଁ ଲାଗି ଯାଇଥିଲାନିଆଁ ଲାଗିବ ଫଳରେ ଘରେ ଥିବା ଆସବାବ ପତ୍ର, ଚାଉଳ, ଲୁଗାପଟା ସବୁ ପୋଡି ପାଉଁଶ ହୋଇଯାଇଥିବା ବେଳେ କାହାରି କିଛି ହୋଇ ନ ଥିବା ସୂଚନା ମିଳିଛି। ଜଗନ୍ନାଥଙ୍କ ପରିବାରର ଦଶ ଜଣ ସଦସ୍ୟ ଦାଦନ ଖଟି ବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଜଗନ୍ନାଥ ଘରେ ଏକୁଟିଆ ରହନ୍ତି। ସେ ସକାଳୁ ବିଲକୁ କାନ୍ଦୁଲ ତୋଳି ଯାଇଥିବା ବେଳେ ପଡ଼ା ବାସି ନିଆଁ ଜଳୁ ଥିବା ଦେଖି ଜଗନ୍ନାଥଙ୍କୁ ଖବର ଦେବା ସହ ନିଆଁ ଲିଭାଇ ବାରେ ସହଯୋଗ କରିଥିଲେI ତଥାପି ଜଗନ୍ନାଥଙ୍କ ଚାଳଘର ସମ୍ପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଘର ଆସବାବ ପତ୍ର ମଧ୍ୟ ଜଳି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ଗରିବ ଜଗନ୍ନାଥଙ୍କୁ ସରକାରଙ୍କ ତରଫରୁ ସାହାଯ୍ୟ ସହଯୋଗ ପାଇଁ ଜଗନ୍ନାଥ କୁମ୍ଭାର ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking