ଭୁବନେଶ୍ୱର: ବିଧାନସଭା ଅପରାହ୍ନ ୪ଟା ଯାଏଁ ମୁଲତବୀ । ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ହଙ୍ଗାମା । ହଟ୍ଟଗୋଳ ଓ ହୋହାଲ୍ଲାରେ କମ୍ପିଲା ଗୃହ । ଗୃହ ମୁଲତବୀ ରଖିଲେ ବାଚସ୍ପତି ।