22.1 C
Bhubaneswar
Wednesday, December 10, 2025
Homeଓଡିଶାଗୃହ ୪ଟା ଯାଏଁ  ମୁଲତବି

ଗୃହ ୪ଟା ଯାଏଁ  ମୁଲତବି

ଭୁବନେଶ୍ୱର : ଗୃହ ୪ଟା ଯାଏଁ  ମୁଲତବି ହୋଇଛି ।  ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି । ଗୃହରେ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ଣ ୪ଟା ଯାଏଁ ମୁଲତବି ହୋଇଛି । ଗତକାଲି ବିଧାନସଭା ସ୍ୱାଭାବିକ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking