26.7 C
Bhubaneswar
Thursday, March 27, 2025
Homeଓଡିଶାକାଲି ଯାଏଁ ଗୃହ ମିଲତବି

କାଲି ଯାଏଁ ଗୃହ ମିଲତବି

ଭୁବନେଶ୍ୱର: କାଲି ଯାଏଁ ବିଧାନସଭା ମୁଲତବି । ଗୃହ ମୁଲତବି ରଖିଲେ ବାଚସ୍ପତି । ସ୍ୱାଭାବିକ ହେଇପାରୁନଥିଲା ବିଧାନସଭା । ୧୨ କଂଗ୍ରେସ ସଦସ୍ୟଙ୍କୁ ନିଲମ୍ବିତ କରିଥିଲେ ବାଚସ୍ପତି । ନିଲମ୍ବନକୁ ନେଇ କଂଗ୍ରେସ ସଦସ୍ୟ କରୁଥିଲେ ହଙ୍ଗାମା । ବିଧାନସଭା ଭିତରେ ଅଛନ୍ତି କଂଗ୍ରେସ ବିଧାୟକ । ମୁଲତବି ପରେ ବି ପୋଡିୟମ ତଳେ କଂଗ୍ରେସ ସଭ୍ୟ ଅଛନ୍ତି । ବିଧାନସଭା ଛାଡିବାକୁ ନାରାଜ କଂଗ୍ରେସ ବିଧାୟକ । ସାରା ରାତି ଧାରଣାରେ ବସିବେ କଂଗ୍ରେସ ବିଧାୟକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking