21.1 C
Bhubaneswar
Thursday, January 30, 2025
Homeଓଡିଶାଓଡିଶା ଛାଡିଲେ ଗୃହମନ୍ତ୍ରୀ

ଓଡିଶା ଛାଡିଲେ ଗୃହମନ୍ତ୍ରୀ

ଭୁବନେଶ୍ୱର: ଡିଜିପି ସମ୍ମିଳନୀରୁ ବାହାରିଗଲେ ଗୃହମନ୍ତ୍ରୀ ଅମିତ ଶାହା । ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା । ଗୋଟିଏ କାର ରେ ଉଭୟ ପ୍ରଧାନ ମନ୍ତ୍ରୀ ଓ ଗୃହମନ୍ତ୍ରୀ ଭୁବନେଶ୍ୱର ଇମାନ ବନ୍ଦରରେ ପହଞ୍ଚିଛନ୍ତି । ୨ ଦିନ ଧରି ଡିଜିପି ସମ୍ମିଳନୀରେ ଯୋଗ ଦେଇଥିଲେ ଅମିତ ଶାହା । ରାଜଧାନୀ ଭୁବନେଶ୍ୱରରେ ୩ ଦିନ ଧରି ଚାଲିଥିବା ଡିଜିପି ସମ୍ମିଳନୀ । ଆଜି ଶେଷ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଓ ଏନଏସଏ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ଡିଜିପି ସମ୍ମିଳନୀ ଓଡ଼ିଶାରେ ପ୍ରଥମ ଥର ପାଇଁ ହୋଇଥିଲା । ଏଥିରେ ସମସ୍ତପ୍ରକାର ବନ୍ଦୋବସ୍ତ ହୋଇଥିଲା । ଏବଂ ୭୦ ଫୋର୍ସ କାଟୁନ ପୋଲିସ ସୁରକ୍ଷା ପାଇଁ ନିଯୋଜିତ କରାଯାଇଥିଲା । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା । ଏହି ପରିପେକ୍ଷୀରେ ଲୋକସଭା ଭବନରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦର ରେ ପହଞ୍ଚିଛନ୍ତି ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking