27.1 C
Bhubaneswar
Wednesday, January 14, 2026
Homeଓଡିଶାଖାଲି ପଦବୀର ତଥ୍ୟ ମାଗିଲା ଗୃହ ବିଭାଗ

ଖାଲି ପଦବୀର ତଥ୍ୟ ମାଗିଲା ଗୃହ ବିଭାଗ

ଭୁବନେଶ୍ୱର: ଗୃହ ବିଭାଗରେ କେତେ ପଦବୀ ଖାଲି ଅଛି, ତଥ୍ୟ ଦେଉ ନାହାନ୍ତି ଅଧିକାରୀ । ବାରମ୍ବାର ନିର୍ଦ୍ଦେଶ ପରେ ଖାଲି ପଦବୀର ତଥ୍ୟ ଦେଉ ନାହାନ୍ତି । ଏନେଇ ଚିଠି ଲେଖିଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସୁବାସ ଚନ୍ଦ୍ର ଦାସ। ପୋଲିସ ଡିଜି, ଅଗ୍ନିଶମ ଡିଜି, ଜେଲ୍ ଡିଜିଙ୍କୁ ଲେଖିଛନ୍ତି ଚିଠି । ହାଇକୋର୍ଟ ରେଜିଷ୍ଟାର ଓ ଜୁଡିସିଆଲ୍ ଏକାଡେମୀକୁ ମଧ୍ୟ ଗୃହ ବିଭାଗ ଚିଠି ଲେଖିଛନ୍ତି । ୧୫ ତାରିଖରେ ଥିବା ସଚିବସ୍ତରୀୟ ବୈଠକ ପୂର୍ବରୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking