26.7 C
Bhubaneswar
Wednesday, March 26, 2025
Homeଓଡିଶାଗୃହ ପୁଣି ୨୦ ମିନିଟ ମୁଲତବି

ଗୃହ ପୁଣି ୨୦ ମିନିଟ ମୁଲତବି

ଭୁବନେଶ୍ୱର: ବିଧାନସଭାରେ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା ଦେଖାଦେଇଛି । ସେନେଇ ୨୦ ମିନିଟ ପାଇଁ ପୁଣି ଗୃହ ମୁଲତବି କରିଛନ୍ତି । ଅନ୍ୟପଟେ ଆଜି ସକାଳୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ   ଦିନ ୪ଟା ଯାଏଁ ଗୃହକୁ ମୁଲତବି  କରାଯାଇଥିଲା ।ତାପରେ ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ଦଳ ପ୍ଲାକାର୍ଡ , ଘଣ୍ଟ . ଝାଞ୍ଜ  ବଜାଇ ବିଶୃଙ୍ଖଳା ସୃଷ୍ଟି କରିଥିଲେ । ପୁଣି ବାଚସ୍ପତି ସୁରମା ପାଢୀ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking