21.1 C
Bhubaneswar
Sunday, January 18, 2026
Homeଓଡିଶାପବିତ୍ର ତ୍ରିବେଣୀ ଅମାବାସ୍ୟା: ମା ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ପବିତ୍ର ତ୍ରିବେଣୀ ଅମାବାସ୍ୟା: ମା ବିରଜା ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା ତଥା ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଜନ୍ମଦିନ । ଏହି ଅବସରରେ ମା ବିରଜା ମନ୍ଦିରରେ ମା’ ଙ୍କ ଦର୍ଶନ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ମା ବିରଜାଙ୍କ ଜନ୍ମ ଦିନ ଅବସରରେ ଆଜି ସକାଳେ ମାଙ୍କୁ ସ୍ୱତନ୍ତ୍ର ରୀତିନୀତିରେ ପୂଜା କରାଯାଇଥିଲା । ମନ୍ଦିରକୁ ସାଜସଜ୍ଜା କରାଯାଇଥିଲା । ଚଣ୍ଡୀ ପାଠ, ନାମ ସଂକିର୍ତ୍ତନରେ ପ୍ରକମ୍ପିତ ହେଉଥିଲା ମନ୍ଦିର ପରିବେଶ । ମାଙ୍କ ବଡସିଂହାର ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା । ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁମାନେ ବୈତରଣୀରେ ବୁଡ଼ ପକାଇ ମାଙ୍କ ଦର୍ଶନ କରିଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking