26.1 C
Bhubaneswar
Friday, June 27, 2025
Homeଓଡିଶାଡାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ

ଡାଇରିଆ ପାଇଁ ଯାଜପୁରରେ ଛୁଟି ବାତିଲ

ଯାଜପୁର: ଡାଇରିଆ ଆତଙ୍କ ପରେ ଯାଜପୁର ଜିଲ୍ଲାରେ ଛୁଟି ବାତିଲ ହୋଇଛି । କାଲିଠୁ ୧୬ ତାରିଖ ଯାଏଁ ଛୁଟି ବାତିଲ ଘୋଷଣା କଲେ ଜିଲ୍ଲାପାଳ । ସମସ୍ତ ଅଫିସ ଖୋଲା ରହିବ । ଛୁଟି ଅନୁମତି ଦିଆଯିବନି । ପୂର୍ୱରୁ ଦିଆଯାଇଥିବା ଛୁଟି ମଧ୍ୟ ବାତିଲ କରାଗଲା । ଯାଜପୁରରେ ଅଣାୟତ ଝାଡ଼ାବାନ୍ତି । ବ୍ୟାପିବାରେ ଲାଗିଛି ଡାଇରିଆ । ଜିଲ୍ଲାର ୭ଟି ବ୍ଲକ ଓ ଦୁଇଟି ପୌରଣାଞ୍ଚଳରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ରୁ ଅଧିକ ରହିଥିବା ସୂଚନା ମିଳିଛି । ସେପଟେ କିଛି ରୋଗୀ ସୁସ୍ଥ ହୋଇ ଅଧାରୁ ଅଧିକ ଘରକୁ ଫେରିଛନ୍ତି । ଯାଜପୁର ରୋଡ଼ ମେଡ଼ିକାଲରେ ଆଜି  ଆଠ ନୂଆ ଆକ୍ରାନ୍ତ  ଭର୍ତ୍ତି ହୋଇଥିବାବେଳେ ବର୍ତ୍ତମାନ ୪୨ଜଣ ଚିକିତ୍ସିତ ହେଉଛନ୍ତି । ଦାନଗଦି ମେଡ଼ିକାଲରେ ସାତ ଜଣ ନୂଆ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ବର୍ତ୍ତମାନ ୩୨ ଜଣ ଚିକିତ୍ସାଧିନ ଅଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking