27.1 C
Bhubaneswar
Friday, December 19, 2025
Homeଓଡିଶାପାରାଦୀପ ପୋର୍ଟରେ ଛୁଟି ବାତିଲ

ପାରାଦୀପ ପୋର୍ଟରେ ଛୁଟି ବାତିଲ

ଜଗତସିଂହପୁର: ପାରାଦୀପ ପୋର୍ଟରେ ଛୁଟି ବାତିଲ । କେହି ଛୁଟିରେ ନ ରହିବାକୁ  ବନ୍ଦର କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶ   ଦେଇଛନ୍ତି । ରେଗୁଲାର କର୍ମଚାରୀଙ୍କ ସମେତ  ଠିକା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।  ଭାରତ- ପାକିସ୍ତାନ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ।  ସାଉଥ ଅଏଲ ଜେଟି, ସିଆଇଏସଏଫ ଫାୟାର ୱିଙ୍ଗ ଷ୍ଟେସନରେ ପ୍ରସ୍ତୁତି  କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking