29.1 C
Bhubaneswar
Tuesday, February 10, 2026
Homeଓଡିଶାଆଜିଠାରୁ ହକି ପ୍ରୋ ଲିଗ୍‌

ଆଜିଠାରୁ ହକି ପ୍ରୋ ଲିଗ୍‌

ଭୁବନେଶ୍ୱର: ଆଜିଠାରୁ ରାଉରକେଲାରେ ଆରମ୍ଭ ହେଉଛି ହକି ପ୍ରୋ ଲିଗ । ଏଥିରେ ୩ଟି ଟିମ ଭାଗ ନେଉଛନ୍ତି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ, ବେଲଜିୟମ , ଆର୍ଜେଣ୍ଟିନା ଟିମ ଖେଳିବେ । ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଏଥିପାଇଁ ପ୍ରସ୍ତୁତ ହୋଇ ରହିଛି । ଭାରତୀୟ କ୍ୟାପଟେନ ହର୍ମନ ପ୍ରିତ ସିଂ ପୁରା ଖୁସି ଏବଂ ପ୍ରସ୍ତୁତ ଥିବା ବି କହିଛନ୍ତି । ଖେଳାଳୀ ଆଉ ଟିମ ମଧ୍ୟ ପ୍ରସ୍ତୁତ । ସଂଧ୍ୟା ୭ଟା ୩୦ରେ ଏହି ରୋମାଞ୍ଚକର ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ ବେଲଜିୟମ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଅନୁଷ୍ଠିତ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking