25.1 C
Bhubaneswar
Thursday, October 24, 2024
Homeଓଡିଶାହୋକ୍ସ କଲ ଥିଲା ନିର୍ଦେଶକ

ହୋକ୍ସ କଲ ଥିଲା ନିର୍ଦେଶକ

ଭୁବନେଶ୍ୱର: ଭୁବନେଶ୍ୱର ଏୟାରପୋର୍ଟ ନିର୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା । ବୋମା ଥିବା ନେଇ ହୋକ୍ସ କଲ ରିସିଭ ହୋଇଥିଲା। ଟ୍ୱିଟର ଜରିଆରେ ଏମିତି ଏକ ସୂଚନା ପହଞ୍ଚିଥିଲା – ନିର୍ଦେଶକ । ଏୟାର ଆକାଶ ବିମାନରେ ବୋମା ଥିବା ସୂଚନା ଆସିଥିଲା । ଏନେଇ ଏସଓପି ଫଲୋ କରି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି । ଯାଞ୍ଚ ପରେ କୌଣସି ବୋମା ନ ଥିବା ସୂଚନାରୁ ଜଣାପଡିଛି। ବିମାନକୁ ଯାଞ୍ଚ କରି କ୍ଲିୟରାନ୍ସ ଦିଆଯାଉଛି – ନିର୍ଦେଶକ । କିଛି ସମୟ ମଧ୍ୟରେ ବିମାନଟି ଗନ୍ତବ୍ୟସ୍ଥଳକ ଉଡାଣ କରିବ। ସେହିପରି ଝାରସୁଗୁଡାରେ ବି ବୋମା ଗୁଜବ । ବୋମା ଆତଙ୍କ ପରେ ଝାରସୁଗୁଡା ବିମାନ ବନ୍ଦରରେ ଖାନତଲାସୀ । ବାଙ୍ଗାଲୁର – ଝାରସୁଗୁଡା ଇଣ୍ଡିଗୋ ବିମାନରେ ବୋମା ଗୁଜବ । ଝାରସୁଗୁଡାରେ ଓଲ୍ହାଇବା ପରେ ଡଗ ସ୍କାର୍ଡ ଦ୍ୱାରା ଯାଞ୍ଚ । ଧମକପୂର୍ଣ କଲ ପରେ କଡାକଡି ଚେକିଂ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking