25.1 C
Bhubaneswar
Thursday, March 26, 2026
Homeଓଡିଶାଏଚଏମପିଭି ଭାଇରସ ଭୟ : ଲୋକସେବା ଭବନରେ ବୈଠକ

ଏଚଏମପିଭି ଭାଇରସ ଭୟ : ଲୋକସେବା ଭବନରେ ବୈଠକ

ଭୁବନେଶ୍ୱର : ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀ । ଏନେଇ  ଏଚଏମପିଭି ଭାଇରସ ଓ ପ୍ରବାସୀ ଭାରତୀୟ ସମ୍ମିଳନୀ ନେଇ  ଲୋକସଭାରେ ବଡ ବୈଠକ ବସିଛି । ସ୍ୱାସ୍ଥ୍ୟମନ୍ତ୍ରୀ  ମୁକେଶ ମହାଲିଙ୍ଗଙ୍କ  ଅଧ୍ୟକ୍ଷତାରେ ବୈଠକ ଚାଲିଛି । ବୈଠକରେ  ସଚିବ ଓ ଅନ୍ୟାନ୍ୟ ବିଭାଗୀୟ  ଅଧିକାରୀ ମାନେ ମଧ୍ୟ ସାମିଲ ଥିଲେ । ଏଚଏମପିଭି ଭାଇରସକୁ ନେଇ ଭୟଭୀତ ଥିବା ବେଳ  ଆଜି ଲୋକସେବା ଭବନରେ ଗୁରୁତ୍ୱପୂର୍ଣ ବୈଠକ ବସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking