ନୂଆଦିଲ୍ଲୀ : ବେଙ୍ଗାଲୁରୁ ପରେ ଅହମ୍ମଦାବାଦରେ ଏଚଏମପିଭି ସଂକ୍ରମିତ ଚିହ୍ନଟ ହୋଇଛି । ଜଣେ ୨ ମାସର ଶିଶୁ ଶରୀରରେ ଏଚଏମପିଭି ଚିହ୍ନଟ ହୋଇଛି । ବେଙ୍ଗାଲୁରୁରେ ୨ ଶିଶୁ ଚିହ୍ନଟ ପରେ ଦେଶରେ ୩ୟ ଆକ୍ରାନ୍ତ ଚିହ୍ନଟ ହୋଇଛି । ଭୟଭୀତ ନହେବାକୁ ଗୁଜୁରାଟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଦିଆଯାଇଛି ।