35.1 C
Bhubaneswar
Thursday, March 5, 2026
Homeଓଡିଶାଐତିହାସିକ ପଦକ୍ଷେପ: ଭକ୍ତ ଦାସ

ଐତିହାସିକ ପଦକ୍ଷେପ: ଭକ୍ତ ଦାସ

ଭୁବନେଶ୍ୱର: ଦତ୍ତେଶ୍ୱରଙ୍କ ପ୍ରାର୍ଥିତ୍ୱକୁ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖି କହିଛନ୍ତି, ଆମ ୩ଟି ଦଳର ସମର୍ଥନରେ ଡାକ୍ତର ଦତ୍ତେଶ୍ୱର ହୋତା ପ୍ରାର୍ଥୀ ହୋଇଛନ୍ତି । ସମାଜବାଦୀ ଓ ସମଭାବାପନ୍ନଙ୍କୁ ଏକାଠି ପାଇଁ ନବୀନ ଆହ୍ୱାନ ଦେଇଥିଲେ । ତେଣୁ ଏକାଠି ହେବା ଐତିହାସିକ ପଦକ୍ଷେପ କହିଛନ୍ତି ଭକ୍ତ ଦାସ ।

ନାମାଙ୍କନ କକ୍ଷରେ ଏକାଠି ବସିଲେ ନବୀନ ଓ ଭକ୍ତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking