28.1 C
Bhubaneswar
Sunday, March 29, 2026
Homeଓଡିଶାକଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦ ପାଣି

କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦ ପାଣି

କଟକ: କଟକ ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦରୁ ଛଡ଼ା ଯାଇଥିବା ଏ ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷା ପରେ ରବିବାର ପର୍ଯ୍ୟାୟ କ୍ରମେ ହୀରାକୁଦ ୨୦ ଗେଟ ଦେଇ ଜଳ ନିଷ୍କାସନ କରୁଥିବା ବେଳେ ଆଜି ମୁଣ୍ଡଳିରେ ଏହା ପହଞ୍ଚିଛି। ପ୍ରଥମ ବନ୍ୟା ଜଳ ମୁଣ୍ଡଳୀରେ ପହଞ୍ଚିବା ପରେ ଧୀରେ ଧୀରେ ଫୁଲୁଛି ମହାନଦୀ । ବର୍ତ୍ତମାନ ମହାନଦୀରେ ୮୦ ହଜାର କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଉଛି। ଆଜି ରାତି ସୁଦ୍ଧା ୫ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀ ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking