ସମ୍ବଲପୁର: ହୀରାକୁଦ ଡ୍ୟାମର ଗୋଟିଏ ଗେଟ ବନ୍ଦ ହେଲା । ଉପରମୁଣ୍ଡରୁ ଜଳପ୍ରବାହ କମିବା ପରେ ଗେଟ ବନ୍ଦ ହୋଇଛି । ଏବେ ଗୋଟିଏ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।